
ନୂଆପଡା : ( ସୁରେଶ ଦଣ୍ଡସେନା )
ଜନତାଙ୍କ ଅଧିକାର, ସମ୍ବିଧାନର ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆହ୍ବାନା ନୂଆପଡା ଜିଲ୍ଲା ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଏକତା ଛକ ନୂଆପଡା ପର୍ଯ୍ୟନ୍ତ ଗଣତନ୍ତ୍ର ବଞ୍ଚାଅ,ଅରାଜକତା ହଟାଅ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତ ଙ୍କ ସଭାପତିତ୍ୱରେ ବିଜେପି ର ବରିଷ୍ଠ ନେତା ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା,ଜୟ ଢୋଲକିଆ ବିଧାୟକ ନୂଆପଡା, ମାଳବିକା ଦେବୀ କଳାହାଣ୍ଡି ସାଂସଦ, ଅଭିନନ୍ଦନ ପଣ୍ଡା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ,ତୁଳସ ପଟେଲ ଜିଲ୍ଲା ବିଜେପି ସମ୍ପାଦକ,ପ୍ରସନ୍ନ ପାଢ଼ୀ ବରିଷ୍ଠ ବିଜେପି ନେତା, ସରୋଜ କୁମାର ସାହୁ, ସୁବ୍ରତ କୁମାର ଠାକୁର, ଆର୍ଭ ତ୍ରାଣ ମହାପାତ୍ର, ଲମ୍ବୋଦର ନିଆଲ, ସୋନିଆ ଜୈନ, ବେଲମତି ମାଝୀ, ହୋମ ସିଂ ମାଝୀ, ଚନ୍ଦନ ଠାକୁର, ଲୋକନାଥ ସିନ୍ଦୁର, ରମେଶ କେତକୀ,ରଂଜିତ ସିଂ ଦଣ୍ଡସେନା, ଶତ୍ରୁଘ୍ନ ସ୍ବାଇଁ ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ବିଜେପି ମହିଳା ମୋର୍ଚ୍ଚା ସଭ୍ୟା ମାନେ, ବିଜେପି କାର୍ଯ୍ୟକର୍ତ୍ତା, ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲୋ
