କଟକ,8/8- କଟକ
କଟକ ସହର ଅନେକ ସାହି ବସ୍ତି, ରେ ଲଗାଣ ବର୍ଷା ବିରାଟ ଖାଲ ଢିପ ଗାଡ଼ ସହିତ ସାପ ମଧ୍ଙ ବାହାରୁଛନ୍ତି, ପିଲା ଛୁଆ ଘରୁ ବାହାରିବା ବିପଦ ,ଏଭଳି ପରିସ୍ଥିରେ
ଫୋନ କଲେ ବାବୁ ମାନେ ଉଠାଉନାହାନ୍ତି ,ନା କାଉନସିଲର ଙ୍କ ଦେଖା ଅଛି ନା ଅନ୍ୟ କୌଣସି କର୍ମଚାରି।
କଟକ ର ବିଭିନ୍ନ ସାହି ବସ୍ତିରେ. ଏପରିକି ସାଧାରଣ ଜନ ଜିବନ ଅସୁବିଧାରେ
ହେଲେ ବିଭାଗ ବିଭାଗଙ୍କ ଭିତରେ ଛକା ପଞ୍ଝା। ଇଲେକଟ୍ରି ବିଭାଗକୁ ଯୋଗାଯୋଗ କଲେ କହୁଛନ୍ତି ଆମର ତାର ,ବଲ, ଲାଇଟ, ଯେଉଁଠି ଥିବ ଆମେ ଯିବୁ।
ଏବଂ ଏଲ୍ଇଡ଼ି ଲାଗିଥିବା ଖୁଣ୍ଟି କାଉସିଲର ଙ୍କ ହେପାଜତ ଓ ଦାଇତ୍ୱ ,
ତେବେ ପ୍ରଶ୍ନ ଉଠୁଛି ଏଠି ଇଲେକଟ୍ରି ବିଭାଗର କାର୍ଯ୍ୟ କଣ? ଏବଂ କିଏ ଠିକ କରିବ ଏହି ସବୁ ଅସୁବିଧାକୁ? ଏଠି ମେକାନିକ କିଏ? ଲାଇନ ମ୍ୟାନ କିଏ?
ସର୍ବସାଧାରଣ ଜାଣିବେ ବା କଣ? ପୁଣି ନାଳ ନର୍ଦମା ଫୁଲ,ଅନ୍ୟ ପିଲାଙ୍କୁ ଅଧିଆ ମାନଙ୍କୁ ଦାୟିତ୍ୱ ଦେଇ ଅଫିସ ମାନ ଖୋଲି ହାତ ଟେକି ବସିଛନ୍ତି
ବିଭିନ୍ନ ଟେଣ୍ଡର ପରେ ଟେଣ୍ଡର ନେବା ଆଶାରେ କାଉନସିଲର ବାବୁ ମାନେ.ଏପଟେ ସାହି ବସ୍ତି ର ଲୋକେ କହିବେ କାହାକୁ କିଏ ଗୁହାରି ଶୁଣିବ.ଯଦି ଯୋବ୍ରା ଅଞ୍ଚଳ ୩୯ନଂ ୱାର୍ଡ ର ଆଖପାଖ ଅବସ୍ଥା ଦୀର୍ଘ ଦିନରୁ ଏଭଳି ତେବେ
ସାରା କଟକ ସାହି ବସ୍ତି ଇଲାକା. କଣ ନହେଉଥିବ ଏଭଳି ଆଣ୍ଠୁଏ ଆଣ୍ଠୁଏ ପାଣିରେ.ତେବେ ଦେଖିବାକୁ ବାକି ରହିଲା କଟକରେ କେବେସାହି ବସ୍ତି ମାନଙ୍କରେ ଜଳୁ ନଥିବା ଲାଇଟ ସବୁ ପର୍ଯ୍ୟାପ୍ତ ମୋହିଆ କରୁଛନ୍ତି ସିଏମସି ଅଧିକାରୀ ବାବୁ ମାନେ.
