ସଦ୍ୟସମାପ୍ତ ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ଯୋଗୁଁ

ଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା। ଉଲ୍ଲେଖ୍ୟଯୋଗ୍ୟ ଯେ, ଉପରୋକ୍ତ ୩ ବିଧାୟକ ଦଳୀୟ ହୁଇପ ଉଲ୍ଲଙ୍ଘନ କରିବା ସହିତ ଦଳର ବିଚାରଧାରା ବିରୋଧରେ ଯାଇ ବିଜେପି ସମର୍ଥାତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସଂଗେ ସଂଗେ କଂଗ୍ରେସ ଦଳର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବାରୁ ଏଭଳି ପଦକ୍ଷେପ ନେବାକୁ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ନେଲା ।
